Translation of the song କହିଲେ ତୁ ଖାଲି ଥରେ artist Kuldeep Pattanayak

Odia

କହିଲେ ତୁ ଖାଲି ଥରେ

English translation

If you ask for it once

କହିଲେ ତୁ ଖାଲି ଥରେ,ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

କହିଲେ ତୁ ଖାଲି ଥରେ,ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

ତୋ ବିନା କିଛି ବି ଚାହୁଁନି ମୁଁ ଅଧିକା

Except you, I don't want anything more

ଜିଇଁବାକୁ ତୋ ସାଥେ ପାଇଗଲି ମଉକା

To live with you, I got the opportunity

ହେଇ ତୋର ପରଛାଈ

Being your shadow

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

ନିସର୍ତ୍ତରେ ଥରେ ମନ ଦେଲାପରେ

After falling for you without any condition

ଲାଗୁଛୁ ଭାରି ନିଜର

You seem very much like my own

ସ୍ଥିର ପରି ନେଲେ ଚାଲି ବି ତୋ ସାଥେ

I'll walk alongside you

ବାଟ ହଉ ଯେତେ ବି ଦୂର

no matter how long the path is

ରହିଛୁ ତୁ ଏଇ ମୋ ହୃଦୟରେ ଏମିତି

You're staying in my heart like this

ସାମୁକାରେ ମୋତି ଟେ ସାରା ଦିନ ଯେମିତି

Like how a pearl in a shell

ଯତନରେ ଥାଏ ରହି

with utmost care

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

ଲାଜେ ଜୁଡ଼ୁବୁଡ଼ୁ ମୁଁ ହେଇଗଲିଣି

I'm drenched in shyness

ଛୁଇଁଲୁ ମୋତେ ତୁ ବୋଲି

As you touched me

ଛଡ଼େଇଲେ ଯେତେ ବି ଜମା ଛାଡ଼ୁନି

Even if I remove it, it's not getting removed

ଏ କି ରଙ୍ଗ ଦେଲୁ ତୁ ବୋଳି

What color have you smeared on me

ଗଢିଦେବା ଆମେ ନୂଆ ଗୋଟେ ପୃଥିବୀ

Let's construct a new earth

ହସିଖେଳି ଜିଇଁବା ଗାଈ ପ୍ରେମ ପରବୀ

Will live happily singing the song of love

ଦୁନିଆଠୁ ଦୂର ହେଇ

far away from this world

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

If you ask for it once, even life

ହସି ହସି ତୋରି ପାଇଁ

I can sacrifice it for you

No comments!

Add comment