ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
Memories,Memories,Memories, sometimes the warmth of gentle sunrays in a winter morning
ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
Memories, sometimes the warmth of gentle sunrays in a winter morning
କେବେ ଧାରା ଶ୍ରାବଣରେ ଝଡ଼ି ବତାସର କଳା କିଟିମିଟି ରାତି
Sometimes the dark pitched night in the rainstorm in the rainy season
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
Memories,Memories,Memories, sometimes the warmth of gentle sunrays in a winter morning
କଅଁଳ ଖରାର ତାତି
Warmth of gentle sunrays
ସ୍ମୃତି କେବେ ଗୀତଟିଏ ଟିକି ଝରଣାର ,କେବେ ପୁଣି ଗରଜନ ମହାସାଗରର
Memories, sometimes the song of a small waterfall, sometimes the roar of an ocean

କେବେ ହସାଏ କେବେ କନ୍ଦାଏ,କେବେ ହସାଏ କେବେ କନ୍ଦାଏ
Sometimes makes us laugh, sometimes cry,Sometimes makes us laugh, sometimes cry
କେବେ ଚଇତାଳି କେବେ ଝାଞ୍ଜି
Sometime it's the spring, sometimes it's the heat wave
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
Memories,Memories,Memories, sometimes the warmth of gentle sunrays in a winter morning
କଅଁଳ ଖରାର ତାତି
Warmth of gentle sunrays
ସ୍ମୃତି କେବେ ମିଠା ଛୁରୀ କାହା ଚାହାଣୀର, କେବେ ପୁଣି ଭଙ୍ଗା ନାଆ ବୁଢ଼ା ନାଉରିର
Memories, sometimes the sweet knife of someone's looks[referring to the girl who loves the boy], sometimes it's the broken boat of an old boatman
ସ୍ମୃତି କେବେ ମିଠା ଛୁରୀ କାହା ଚାହାଣୀର, କେବେ ପୁଣି ଭଙ୍ଗା ନାଆ ବୁଢ଼ା ନାଉରିର
Memories, sometimes the sweet knife of someone's looks, sometimes it's the broken boat of an old boatman [referring to the father]
କେବେ ଜଳାଏ କେବେ ଭିଜାଏ, କେବେ ଜଳାଏ କେବେ ଭିଜାଏ
Sometimes it burns us, sometimes it gets us drenched
କେବେ ପ୍ରତାରଣା କେବେ ପ୍ରୀତି
Sometimes it's cheating, sometimes it's love